Don't Lose Hope/ଆଶାହରା ହୁଅନା (Odia)
Ashish Raichur
ଅନେକ ସମୟରେ ଅନୁପେକ୍ଷିତ ଭାବରେ ଆମ ଜୀବନର ଗତିପଥ ବଦଳିଯାଏ। ହଠାତ୍ ଆମେ ନିଜକୁ ଏକ ଝଡ଼ଝଞ୍ଜ ମଧ୍ୟରେ ରହିଥିବା ଦେଖିପାରୁ । ଜୀବନ ଯାତ୍ରାରେ ଅଗ୍ରସର ହେବା ବେଳେ ଅନେକ ଆହ୍ବାନ ଓ ସଂଘର୍ଷର ସାମ୍ନା କରିବାକୁ ହୋଇଥାଏ। ସମସ୍ତେ ସମସ୍ତେ ଆମେ ଦେଖୁ ଯେ ଆମେ ଏପରି ଏକ ସ୍ଥାନରେ ପହଞ୍ଚି ଯାଇଛୁ ଯେଉଁଠି ରାସ୍ତା ଶେଷ ହୋଇ ଯାଇଛି, ଅନ୍ୟ ଆଡ଼େ ଯିବା ପାଇଁ ରାସ୍ତା ଆଉ ନାହିଁ ।
年:
2020
出版社:
All Peoples Church And World Outreach
言語:
odia
ファイル:
PDF, 383 KB
IPFS:
,
odia, 2020